ଓଡ଼ିଶା ଧର୍ମ ନୂଆଖାଇ : ମା’ ସମଲେଇଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କଲା ପଣ୍ଡିତ ମହାସଭା August 13, 2020 ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ନୂଆଖାଇ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଡ଼େ । ଏଇ ତିଥି...