Niali Madhab

ନିଆଳି: ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ଶ୍ରୀଜୀଉ । ଶ୍ରୀଜୀଉଙ୍କ ମାମୁଁ ଘର ନିଆଳି ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଯାଉଛି ପ୍ରଥମାଷ୍ଟମୀ ଭାର...