1 min read ବାଣିଜ୍ୟ ଜିଓଠୁ ବି ଅଧିକା ସୁବିଧା, ପ୍ରତିଦିନ ୫ ଜିବି ଡାଟା ସହ ୨୫୦ ମିନିଟ୍ କଲିଂ December 23, 2019 ନୂଆଦିଲ୍ଲୀ: ବିଏସଏନଏଲ ଆଣୁଛି ନୂଆ ପ୍ଲାନ୍ । ଏଥର ଆପଣଙ୍କ ନେଟୱର୍କ ଆଉ ପରିବର୍ତ୍ତନ କରିବାକୁ ପଡ଼ିବନି । ଜିଓ ଓ ଏୟାରଟେଲ ଭଳି ବିଏସଏନଏଲ ମଧ୍ୟ...