ଓଡ଼ିଶା କୋଲାବ ଜଳ ଭଣ୍ଡାର ବିଚ୍ଛିନ୍ନାଞ୍ଚଳ ଲୋକଙ୍କର ସରୁନି ଦୁଃଖ, ଏବେବି ବିପଦପୂର୍ଣ୍ଣ ଭାବେ ମେଡିକାଲ ଯାଉଛନ୍ତି ରୋଗୀ September 29, 2020 କୋରାପୁଟ: ବିଛିନ୍ନାଞ୍ଚଳ ପାଇଁ ଆସିଥିବା ବୋଟ୍ ଆମ୍ବୁଲାନ୍ସ ଆସିବା ଦିନରୁ ଅଚଳ । ୬ ମାସ ପରେ ବି ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ଲୋକେ ।...