ତାଜା ଖବର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲୋ ପ୍ରେସର, ୨୩ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର । October 21, 2019 ')}
ତାଜା ଖବର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । October 19, 2019 ')}
ତାଜା ଖବର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ । October 19, 2019 ')}
ତାଜା ଖବର କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ । October 19, 2019 ')}
ତାଜା ଖବର ପୁରୀ ଆଇପିଏସ୍ ମେସ୍ ହୀରକ ଭବନରେ ହୋମଗାର୍ଡଙ୍କ ଆତ୍ମହତ୍ୟା । ହୋମଗାର୍ଡଙ୍କ ନାମ ହେଉଛି ସରୋଜ ପ୍ରଧାନ । ଘର ଭିତରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା । October 19, 2019 ')}
ତାଜା ଖବର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ । October 19, 2019 ')}
ତାଜା ଖବର କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ । October 19, 2019 ')}
ତାଜା ଖବର ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଜଲି ଛକ ଠାରୁ ଜବତ କଲା ପୋଲସ । କଣ୍ଟେନର ସହ ୧୨ଜଣ ଗୋଚାଲଣକାରୀ ଗିରଫ । October 19, 2019 ')}