ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍
1 min readନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୨୨ରୁ କେନ୍ଦ୍ର ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪-୨୫ ବଜେଟ ଆଗତ କରିବେ ସୀତାରମଣ । ଅଗଷ୍ଟ ୧୨ ଯାଏ ଚାଲିବ ସଂସଦ ଅଧିବେଶନ । ବଜେଟ ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଗତ ଫେବୃଆରୀ ୧ରେ ଆଗତ ହୋଇଥିଲା ଅନ୍ତରୀଣ ବଜେଟ ।
Hon’ble President of India, on the recommendation of Government of India, has approved the proposal for summoning of both the Houses of Parliament for the Budget Session, 2024 from 22nd July, 2024 to 12 August, 2024 (Subject to exigencies of Parliamentary Business). Union Budget,…
— Kiren Rijiju (@KirenRijiju) July 6, 2024