tpsl company

ଝାରସୁଗୁଡ଼ା: ଝାରସୁଗୁଡ଼ା ଲହଣ୍ଡାବୁଡ଼ସ୍ଥିତ ଟିପିଏସଏଲ କମ୍ପାନୀରେ ବ୍ଲାଷ୍ଟ ଫରନେନ୍ସ ଫାଟି ୭ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି। ସମସ୍ତେ ଝରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।...