Suspended dhenkanal RI ranjan panigrahi Arrested

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳାର ନିଲମ୍ବିତ ଆରଆଇ ରଞ୍ଜନ ପାଣିଗ୍ରାହୀ । ଢେଙ୍କାନାଳ ସହରର କାଲଟାକ୍ସ ପାଖରୁ ରଞ୍ଜନଙ୍କୁ ଗିରଫ କରିଛି ଢେଙ୍କାନାଳ ସଦର ଥାନା...