#sucessfullytested

ନୂଆଦିଲ୍ଲୀ: ସୁପରସୋନିକ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ । ବ୍ରହ୍ମୋସ ମିଶାଇଲକୁ ଆଇଏନଏସ ଚେନ୍ନାଇରୁ ଉତ୍‌କ୍ଷେପଣ କରାଯାଇଛି । ଭାରତୀୟ ନୌସେନାର ‘ଷ୍ଟିଲ୍‌ଥ୍ ଡେଷ୍ଟ୍ରୟର୍‌’ ‌ଯୁଦ୍ଧପୋତରୁ...