spot_img

Tag: PURI

Browse our exclusive articles!

ଦିଲ୍ଲୀ ବିଧାନସଭା ଅଧିବେଶନ ବେଳେ ଗୃହ ବାହରେ ବିରୋଧୀ ଆପ ବିଧାୟକଙ୍କ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ବିଧାନସଭା ଅଧିବେଶନ ବେଳେ ଗୃହ ବାହରେ...

ଗ୍ୟାସ ସଙ୍କଟ ଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ବରା ବେପାରରେ ପ୍ରଭାବ ; ବୃଦ୍ଧି ପାଇଛି ବରାର ଦର

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ରନ୍ଧନ ଗ୍ୟାସର ଅଭାବ...

ଯୁବକଙ୍କ ଉନ୍ମତକାଣ୍ଡ ; ଥାନା ଉପରେ ଚଢ଼ି ଯୁବକର ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ :  ଥାନା ଉପରେ ଚଢ଼ି ଯୁବକର ଆତ୍ମହତ୍ୟା ଉଦ୍ୟମ...

ଥମିବାର ନାଁ ନେଉନି ମଧ୍ୟପ୍ରାଚ୍ୟ ଯୁଦ୍ଧ ; ଚତୁର୍ଥ ସପ୍ତାହରେ ଯୁଦ୍ଧ ପହଞ୍ଚିଥିବାବେଳେ ସାରା ବିଶ୍ବ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ : ଶକ୍ତି ଭିତ୍ତିଭୂମିଗୁଡ଼ିକ ଉପରେ ଆମେରିକା ହମଲା କଲେ...

ସରିଲା କାର୍ତ୍ତିକ ମାସ; ପୁରୀ ବୃନ୍ଦାବତୀ ନିବାସରୁ ଘରକୁ ଫେରୁଛନ୍ତି ହବିଷ୍ୟାଳି

ପୁରୀ: ସରିଲା କାର୍ତ୍ତିକ ମାସ। ପୁରୀ ବୃନ୍ଦାବତୀ ନିବାସରୁ ଘରକୁ ଫେରିଛନ୍ତି ହବିଷ୍ୟାଳି। ଗତକାଲି କିଛି ହବିଷ୍ୟାଳୀ ପୁରୀ ଛାଡ଼ିଥିବାବେଳେ ଅନ୍ୟମାନେ ଆଜି ଘରକୁ ଫେରିଛନ୍ତି । ଏହି ସମୟରେ ସମସ୍ତେ ଭାବବିହ୍ବଳ...

ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ । ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ମଧ୍ୟ କୁହାଯାଏ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ ।...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ଓ ମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ଓ ମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ। ଆସନ୍ତା ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହା ପୂର୍ବରୁ ପରିକ୍ରମା ପ୍ରକଳ୍ପ...

ନଭେମ୍ବର ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ...

ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ତିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ପଞ୍ଚୁକ ବ୍ରତର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତିବିକ୍ରମ ବେଶ ଅନୁଷ୍ଠିତ ହେବ।...

Popular

ଗ୍ୟାସ ସଙ୍କଟ ଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ବରା ବେପାରରେ ପ୍ରଭାବ ; ବୃଦ୍ଧି ପାଇଛି ବରାର ଦର

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ରନ୍ଧନ ଗ୍ୟାସର ଅଭାବ...

ଯୁବକଙ୍କ ଉନ୍ମତକାଣ୍ଡ ; ଥାନା ଉପରେ ଚଢ଼ି ଯୁବକର ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ :  ଥାନା ଉପରେ ଚଢ଼ି ଯୁବକର ଆତ୍ମହତ୍ୟା ଉଦ୍ୟମ...

ଥମିବାର ନାଁ ନେଉନି ମଧ୍ୟପ୍ରାଚ୍ୟ ଯୁଦ୍ଧ ; ଚତୁର୍ଥ ସପ୍ତାହରେ ଯୁଦ୍ଧ ପହଞ୍ଚିଥିବାବେଳେ ସାରା ବିଶ୍ବ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ : ଶକ୍ତି ଭିତ୍ତିଭୂମିଗୁଡ଼ିକ ଉପରେ ଆମେରିକା ହମଲା କଲେ...

୨୮ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା ; ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ୨୮ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା ।...