Pandit Jasraj

2 min read

ନୂଆଦିଲ୍ଲୀ: ୯୦ ବର୍ଷ ବୟସରେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ଦେହାନ୍ତ ହୋଇଛି । ଆମେରିକାର ନ୍ୟୁ ଜର୍ସିରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।...