Odisha Role Model

ଭୁବନେଶ୍ୱର: ଆଦିମ ଜନଜାତିଙ୍କ ଉନ୍ନତି କ୍ଷେତ୍ରରେ ରୋଲ ମଡେଲ ପାଲଟିଛି ଓଡ଼ିଶା । ଆଦିମ ଜନଜାତିଙ୍କ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।...