Odisha Police DG Review security Arrangement amid of Ratha yatra

ପୁରୀ: ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା । ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।ସମୀକ୍ଷା ପରେ ଶୃଙ୍ଖଳିତ...