ଓଡ଼ିଶା ତାଜା ଖବର ମୁଖ୍ୟ ଖବର ରାଜନୀତି ହାଇଲାଇଟ୍ ସମ୍ବାଦ ନିଳାଚଳ ଇସ୍ପାତକୁ ନେଲା TATA, ୧୨ ହଜାର ୧୦୦ କୋଟିରେ କିଣିଲା ବିଡିଂ January 31, 2022 ଭୁବନେଶ୍ୱର: ନିଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବ ଟାଟା । ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିବ ଟାଟା କମ୍ପାନୀ। ଏବେ ଯାଜପୁର ସ୍ଥିତ ନିଳାଚଳ...