ସ୍ୱତନ୍ତ୍ର ଜେଜେମା’କୁ ସାକ୍ଷାତ କରିବା ପାଇଁ ୨୮୦୦ କି.ମି ଚାଲିଚାଲି ଗଲା ନାତି October 5, 2020 ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୀର୍ଘ ଦିନ ହେବ ଏହା ପ୍ରଭାବରେ ଲକଡାଉନ ଜାରି ରହିଥିଲା । ଯାନ ବାହନ ଚଳାଚଳ ବନ୍ଦ...