Kansa Badha

ବରଗଡ଼: ଅଧର୍ମ ଉପରେ ହେଲା ଧର୍ମର ବିଜୟ । ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି । ମଞ୍ଚରୁ ପଡ଼ି ମରିଲା ମାମୁ କଂସ ।...