jaypur

ଜୟପୁର: ବିଜେପି ନେତାଙ୍କ ଦାଦାଗିରି । ଜୟପୁର ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପିର ଜୟପୁର ନିର୍ବାଚନମଣ୍ଡଳୀରୁ ପାର୍ଥୀ ହୋଇଥିବା ନେତା ଗୌତମ...