Isolation Coaches

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ପ୍ରସ୍ତୁତ ରହିଛି ଭାରତୀୟ ରେଳବାଇ । ଦେଶର ୨୧୫ଟି ଷ୍ଟେସନରେ ଭାରତୀୟ ରେଳବାଇ ଆଇସୋଲେସନ୍ କୋଚକୁ ପ୍ରସ୍ତୁତ...