iran terrorist attack

ସିରାଜ: ଇରାନର ସିରାଜ ସହରରେ ଆତଙ୍କବାଦୀଙ୍କ ହମଲା । ମସଜିଦରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି...