Input Subsidy

ଭୁବନେଶ୍ୱର:ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୦ କୋଟି ଟଙ୍କାର ସବସିଡି ମରୁଡି ଜନିତ କ୍ଷୟକ୍ଷତି ନିମନ୍ତେ ଘୋଷଣା କରିଛନ୍ତି...