ganjam goat attack

ବ୍ରହ୍ମପୁର: ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର...