spot_img

Tag: FM Nirmala Sitharaman

Browse our exclusive articles!

୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି Meta: ରିପୋର୍ଟ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ସ୍ବାମୀତ୍ବ କମ୍ପାନୀ ମେଟା ନିଜର ରିୟଲିଟୀ...

ବିପଦରେ ପାଚିକା : ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ

ମୋହନା : ମିଳୁନି ଗ୍ୟାସ । ସରକାରୀ ସ୍କୁଲରେ ଗ୍ୟାସ ବଦଳରେ...

ସ୍ଵାସ୍ଥ୍ୟକେନ୍ଦ୍ରରେ ଜଳାଭାବ, କିଡନୀ ରୋଗୀଙ୍କ ଡାଇଲିସିସ୍ ପାଇଁ ମିଳୁନି ଆବଶ୍ୟକୀୟ ପାଣି

ମାଥିଲି : ଡାଇଲିସିସ୍ ପାଇଁ ଜଳ ନିଅଣ୍ଟ । କିଡନୀ ରୋଗୀ...

ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ…

ଚଣ୍ଡିଖୋଲ : ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି...

ଆସିଲା ୨୦୨୫-୨୬ ବଜେଟ୍, କୃଷକଙ୍କ ବିକାଶକୁ ଗୁରୁତ୍ୱ 

ନୂଆଦିଲ୍ଲୀ: ଆସିଲା ୨୦୨୫-୨୬ ବଜେଟ୍ । ଲୋକସଭାରେ ବଜେଟ୍ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ବର ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନା। ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ...

ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା

ନୂଆଦିଲ୍ଲୀ: ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି। ଆୟକର ସୀମା ନେଇ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭିତ୍ତିଭୂମି, ମୁଦ୍ରାସ୍ଫୀତି, ଦରବୃଦ୍ଧି ଉପରେ ରହିପାରେ ଫୋକସ। ବିଶ୍ବରେ...

ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବଜେଟ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ୍। ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍। ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟୟ ପରିମାଣ ପାଖାପାଖି...

୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ

ନୂଆଦିଲ୍ଲୀ:  ଆସୁଛି ବଜେଟ । ୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ । ଏନଡିଏ ୩.୦ରେ ମୋଦୀ ସରକାର ଦେଶବାସୀଙ୍କୁ ରିହାତି ଦେବେ ନା ବୋଝ ଲଦିବେ-ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।...

ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା...

Popular

ବିପଦରେ ପାଚିକା : ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ

ମୋହନା : ମିଳୁନି ଗ୍ୟାସ । ସରକାରୀ ସ୍କୁଲରେ ଗ୍ୟାସ ବଦଳରେ...

ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ…

ଚଣ୍ଡିଖୋଲ : ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି...

ଏବେ ୧୦ ମିନିଟରେ ମିଳିବନି ଅନଲାଇନ୍ ସାମଗ୍ରୀ, ସରକାର ନେଲେ ବଡ଼ ନିଷ୍ପତ୍ତି

ଡେଲିଭରୀ ବୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି...