fire in bamphakuda jungle

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ। ଭୟରେ ପେଟ୍ରୋଲ ପମ୍ପ୍ ଛାଡ଼ି ଦେଲେଣି ପେଟ୍ରୋଲ ପମ୍ପ୍ କର୍ମଚାରୀ। ଦମକଳ ବାହିନି...