fire grid

ଜଳେଶ୍ବର : ଜଳେଶ୍ବର ପାୱାରଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଜଳେଶ୍ଵର ପାୱାରଗ୍ରୀଡରେ ଅଚାନକ ଟ୍ରାନ୍ସଫର୍ମରରେ ନିଆଁ ଲାଗି...