Doctor Appointed

ବାଣପୁର: ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ବାଣପୁର ଡାକ୍ତରଖାନାରେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର...