ନୂଆଦିଲ୍ଲୀ: ୨୧ ଦିନର ଲକଡାଉନରେ ଦେଶ ସହ ପୂରା ଠପ୍ ହୋଇଯାଇଥିଲା ଅର୍ଥବ୍ୟବସ୍ଥା । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବା ସହ କେନ୍ଦ୍ର ସରକାର...
coronavirus
ନୂଆଦିଲ୍ଲୀ: କରୋନା ଲକଡାଉନ୍ କଟକଣା ୨୦ ତାରିଖ ପରେ ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନରେ କୋହଳ ହେବା ନେଇ ପ୍ରଧାନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ଆକଳନ...
ଭୁବନେଶ୍ୱର: କରୋନା ସଂକ୍ରମିତ ଦୋଷୀ ନୁହଁନ୍ତି । ସେମାନେ ସ୍ୱଇଚ୍ଛାରେ ସଂକ୍ରମିତ ହୋଇନାହାନ୍ତି । ସେମାନଙ୍କ ରକ୍ଷାଣବେକ୍ଷଣ ତଥା ରାଜ୍ୟବାସୀଙ୍କୁ ନିରାପଦ ରଖିବା ସରକାରଙ୍କ ଦାୟିତ୍ୱ ଅଟେ...
ଭୁବନେଶ୍ୱର: କରୋନାକୁ ସାଧାରଣରେ ରହିଛି ଅନେକ ଭ୍ର।ନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର...
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୧୯୭ରେ ପହଞ୍ଚିଛି । ୩୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୪୩...
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆସନ୍ତା ୧୫ ତାରିଖରୁ ରାଜ୍ୟବ୍ୟାପୀ ଲାଗୁହେବ । ଏହା ଏପ୍ରିଲ୍ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ, ପ୍ରଥମ...
ନୂଆଦିଲ୍ଲୀ: କରୋନା ସଂକଟ ବିଶ୍ୱ ମହାମାରୀରେ ରୂପ ନେଇଥିବା ବେଳେ ପ୍ରଥମ ବିଶ୍ୱ କୁହାଯାଉଥିବା ଆମେରିକା ଓ ୟୁରୋପର ନାଗରିକ ଭାରତ ଭଳି ତୃତୀୟ ବିଶ୍ୱରେ ନିଜକୁ...
ସିଙ୍ଗାପୁର: ମହାମାରୀ କରୋନା ମାଡ଼ରେ ଦୋହଲିଯାଇଛି ବିଶ୍ୱ । ଠପ୍ ହୋଇପଡ଼ିଛି ଜନଜୀବନ । ବନ୍ଦ ହୋଇଯାଇଛି ରୋଜଗାର । ଲକଡାଉନ ଭିତରେ ଦିନ କାଟୁଛି ଦୁନିଆ...
୨୦୦୨ ମସିହାରେ ଚୀନର ଗୁଆଙ୍ଗଝୋ ପ୍ରଦେଶରେ ଗୋଟିଏ ଅଜଣା ଭାଇରସ ଆତ୍ମପ୍ରକାଶ କରିଥିଲା । ଏହାକୁ ସେତେବେଳେ ବୈଜ୍ଞାନିକ ସାର୍ସର ନାମ ଦେଇଥିଲେ । ସାର୍ସର ଅର୍ଥ...
ନୂଆଦିଲ୍ଲୀ: କାଲି ସରୁଛି ୨୧ ଦିନିଆ ଲକଡାଉନ୍ । ଦେଶରେ ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ପୁଣି ଲଡାଉନ୍ ଅବଧି ବୃଦ୍ଧି ପାଇବ କି...