August 30

ଭୁବନେଶ୍ୱର: ବନ୍ୟା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଅବଧି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ନାମଲେଖା ଅବଧି ବୃଦ୍ଧି କରାଯାଇଛି...