ପାରମ୍ପରିକ ଖାତା ବଦଳରେ ସ୍ୱତନ୍ତ୍ର ସଜ୍ଜିତ ଟ୍ୟାବ୍ ମାଧ୍ୟମରେ ବଜେଟ ପଢ଼ିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
1 min readନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ କିଛି ସମୟ ପରେ ରାଷ୍ଟ୍ରପତି ଭବନ ଯିବେ । ବଜେଟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିବେ ନିର୍ମଳା । ଏଥର ସଂସଦରେ ବଜେଟ୍ ଉପସ୍ଥାପନ କରିବା ସମୟରେ ପାରମ୍ପରିକ ଖାତା ପଢ଼ିବେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସ୍ୱତନ୍ତ୍ର ଭାବେ ସଜ୍ଜିତ ଟ୍ୟାବ୍ ମାଧ୍ୟମରେ ବଜେଟ ପଢ଼ିବେ ଅର୍ଥମନ୍ତ୍ରୀ ।
Delhi: Finance Minister Nirmala Sitharaman will present and read out the #UnionBudget 2021-22 at the Parliament through a tab, instead of the traditional 'bahi khata'. pic.twitter.com/Ir5qZYz2gy
— ANI (@ANI) February 1, 2021
ଚଳିତ ବର୍ଷ ବଜେଟ ଟିଜିଟାଲ ବଜେଟ ୱହୋଇଥିବାରୁ ଅର୍ଥମନ୍ତ୍ରୀ ସ୍ୱଦେଶୀ ବହି ଖାତା ପଦଳରେ ଟାବଲେଟ ଦ୍ୱାରା ପଡ଼ିବେ ବଜେଟ ।
Sitharaman replaces Swadeshi 'bahi khata' with tablet as Union budget goes digital
Read @ANI Story | https://t.co/rBRaI6MjWV pic.twitter.com/ZJxK7s18me
— ANI Digital (@ani_digital) February 1, 2021