spot_img

Latest Posts

ମହିଳାଙ୍କୁ ଦୁଷ୍କର୍ମ ରାଜଧାନୀରେ ଚାଞ୍ଚଲ୍ୟ ; ଫେରାର ଅଭିଯୁକ୍ତକୁ ଘରେ ଆଶ୍ରୟ ଦେବା ପଡିଛି ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ : ମହିଳାଙ୍କୁ ଦୁଷ୍କର୍ମ, ରାଜଧାନୀରେ ଚାଞ୍ଚଲ୍ୟ । ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫେରାର ଅଭିଯୁକ୍ତକୁ ଘରେ ଆଶ୍ରୟ ଦେବା ପଡିଛି ମହଙ୍ଗା। ଅଭିଯୁକ୍ତ ଜଣଙ୍କ ହେଲା ବାସୁଆଘାଇର ଅମିତାଭ ପ୍ରଧାନ । ପୂର୍ବରୁ ତା ନାଁରେ ମାମଲା ଥିଲା । ଏସବୁ ଜାଣିବା ପରେ ମଧ୍ୟ ତାକୁ ଘରେ ରହିବାକୁ ସୁଯୋଗ ଦେଇଥିଲେ ପୀଡିତା। ଡୁମୁଡୁମା ଅଞ୍ଚଳରେ ପୀଡିତାଙ୍କ ସହ ରହି ତାଙ୍କୁ ଦୁଷ୍କର୍ମ ନେଇ ସାଙ୍ଘାତିକ ଅଭିଯୋଗ ଖଣ୍ଡଗିରି ଥାନାରେ ହୋଇଥିଲା । ଏପରିକି ପୀଡିତାଙ୍କ ୫ ଲକ୍ଷ ଟଙ୍କା ନେବା ସହ ଗର୍ଭ ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ।

Latest Posts

Don't Miss