ବରମୁଣ୍ଡାର ମଦ ଦୋକାନରେ ଅତର୍କିତ ଚଢାଉ

ଭୁବନେଶ୍ବର: ଅସଲି ବୋତଲ, ନକଲି ମଦ । ମଦ ଦୋକାନରେ ଅବକାରୀ ଚଢାଉ । ନକଲି ମଦ ବିକ୍ରି ଅଭିଯୋଗରେ ଚଢାଉ କରିଛଇ ଅବାକାରୀ ବିଭାଗ । ଭୁବନେଶ୍ବର ବରମୁଣ୍ଡାରେ ଥିବା ଏକ ମଦ ଦୋକାନରେ ଏହି ଚଢାଉ ରହିଛି ।
ରେଡ୍ ବେଳେ ବିପୁଳ ପରିମାଣର ନକଲି ଓ ଅପମିଶ୍ରଣ ମଦ ଜବତ ହୋଇଛି । ବହୁ ବୋତଲରେ ପାଣି ମିଶା ମଦ ଥିବା ଜଶଣିବାକୁ ମିଳିଛି । ଚଢାଉ ଏବେ ବି ଜାରି ରହିଥିବା ବେଳେ କେତେ ପରିମାଣର ମଦ ଜବତ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।