ପୋଲିସ୍ କବଜାରେ ପ୍ରମୋଦ

1 min read

କେନ୍ଦ୍ରାପଡ଼ା: କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତିଙ୍କୁ ଉଠାଇ ନେଲା ପୋଲିସ୍ । ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗରେ ପୋଲିସ ପ୍ରମୋଦ ସାହୁଙ୍କୁ ଉଠାଇ ନେଇଛି । ପ୍ରମୋଦଙ୍କୁ ଅଜ୍ଞାତ ସ୍ଥାନରେ ରଖି ଟାଉନ୍ ଥାନା ପୋଲିସ ଜେରା କରୁଛି ।

PRAMOD SAHUବଣିଆମାଳ ବାସଭବନରୁ ପୋଲିସ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତିଙ୍କୁ ଉଠାଇ ନେଇଛି । ପୂର୍ବରୁ ମହିଳା କର୍ମଚାରୀଙ୍କ ସହ ପ୍ରମୋଦଙ୍କ ଫୋନ୍ କଲ ଅଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବହୁ ଝଡ଼ ସୃଷ୍ଟି ହୋଇଛି । ')}

Leave a Reply