ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ବିଧାୟକଙ୍କୁ ଯାଉଛି ଫୋନ୍ କଲ, ଜାଣନ୍ତୁ କେଉଁମାନଙ୍କୁ ଗଲା ଫୋନ୍

ନନ୍ଦିଘୋଷ ବ୍ୟୁରୋ: ମୋହନ ମାଝୀଙ୍କ ନୂଆ ଟିମ୍ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛି ଫୋନକଲ । ସୁରଜ ସୂର୍ଯ୍ୟବଂଶୀ, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଗଣେଷରାମ ଖୁଣ୍ଟିଆ, ସୁରମା ପାଢ଼ୀ, ସମ୍ପଦ ସ୍ବାଇଁ କୁଚିଣ୍ଡା ବିଧାୟକ ରବି ନାଏକଙ୍କୁ  ଫୋନ କଲ ଯାଇଛି ।