୨୪ ଘଣ୍ଟାରେ ୨୫୭୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଉ ୨ ହଜାର ୫୭୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି ।
Another 2577 Covid patients have recovered and are being discharged on 12.10.2020
244 from Cuttack
137 from Jajapur
124 from Khordha
120 from Baleswar
120 from Sambalpur
114 from Kendrapara
114 from Puri
111 from Sundargarh
108 from Anugul
103 from Bolangir
101 from Mayurbhanj— H & FW Dept Odisha (@HFWOdisha) October 12, 2020
ସୁସ୍ଥଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪୪ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୧୩୭, ଖୋର୍ଧା ୧୨୪, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୪, ପୁରୀରୁ ୧୧୪, ସୁନ୍ଦରଗଡରୁ ୧୧୧, ଅନୁଗୁଳରୁ ୧୦୮, ବଲାଙ୍ଗିରରୁ ୧୦୩, ମୟୂରଭଞ୍ଜରୁ ୧୦୧, ବରଗଡରୁ ୯୭, ନୁଆପଡାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତ୍ସିଂହପୁରରୁ ୭୧, ଢ଼େଙ୍କାନାଳରୁ ୬୯, ଭଦ୍ରକରୁ ୬୭, ନୟାଗଡ଼ରୁ ୬୭, ଝାରସୁଗୁଡାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନ୍ପୁରରୁ ୪୫, କାଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪, କୋରାପୁଟରୁ ୩୩, ଦେଓଗଡ଼ରୁ ୨୩, ରାୟାଗଡ଼ାରୁ ୧୯, ଗଜପତିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ଷ୍ଟେଟ୍ ପୁଲରୁ ମଧ୍ୟ ୧୫୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
23 from Deogarh
19 from Rayagada
13 from Gajapati
155 from State PoolThe total recovered cases of Odisha now stand at 230192
— H & FW Dept Odisha (@HFWOdisha) October 12, 2020