ରାଜ୍ୟରେ ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୨୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨,୫୨,୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2622 Covid patients have recovered and are being discharged on 20.10.2020
431 from Khordha
216 from Anugul
197 from Cuttack
131 from Mayurbhanj
125 from Sundargarh
118 from Kalahandi
114 from Bolangir
99 from Baleswar
99 from Nuapada
93 from Jajapur
91 from Bargarh— H & FW Dept Odisha (@HFWOdisha) October 20, 2020
ନୂଆ ୨୬୨୨ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୨୧୬, କଟକରୁ ୧୯୭ ଜଣ, ମୟୁରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ବରରୁ ୯୯,ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧ଜଣ ସୁସ୍ଥ ହୋଇଛନ୍ତି ।
14 from Deogarh
9 from Rayagada
79 from State PoolThe total recovered cases of Odisha now stand at 252197
— H & FW Dept Odisha (@HFWOdisha) October 20, 2020
ସେହିଭଳି ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫,ସୋନପୁରରୁ ୬୦,ଜଗତସିଂହପୁରରୁ ୫୯,କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨,ଭଦ୍ରକରୁ ୪୬, ନୟାଗଡ଼ରୁ ୩୯,କନ୍ଧମାଳରୁ ୩୮,ଗଞ୍ଜାମରୁ ୩୫,ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୫,ମାଲକାନଗିରିରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ଷ୍ଟେଟ୍ ପୁଲ୍ରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।