ପଦାର୍ଥ ବିଜ୍ଞାନରେ ବର୍ଷ ୨୦୨୧ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର
1 min readନୂଆଦିଲ୍ଲୀ: ବର୍ଷ ୨୦୨୧ ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର । ଦି ରୟାଲ୍ ସ୍ୱିଡେଶ ଏକାଡେମୀ ଅଫ୍ ସାଇନ୍ସ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପଦାର୍ଥ ବିଜ୍ଞାନର ଜଟିଳ ବ୍ୟବସ୍ଥାକୁ ସରଳଭାବେ ବୁଝିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୩ ଜଣ ବୈଜ୍ଞାନିକଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ, କ୍ଳାଉସ୍ ହାସେଲମାନ୍ନ ଓ ଜର୍ଜିଓ ପାରିସି ଏହି ପୁରସ୍କାର ପାଇବେ ।
BREAKING NEWS:
The Royal Swedish Academy of Sciences has decided to award the 2021 #NobelPrize in Physics to Syukuro Manabe, Klaus Hasselmann and Giorgio Parisi “for groundbreaking contributions to our understanding of complex physical systems.” pic.twitter.com/At6ZeLmwa5— The Nobel Prize (@NobelPrize) October 5, 2021