ନିର୍ଭୟା ମାମଲାରେ ଆସିଲା ବଡ଼ ଖବର

1 min read

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆସିଲା ବଡ଼ ଖବର । ଜାନୁଆରୀ ୨୨ରେ ଦୋଷୀଙ୍କୁ ହେବନି ଫାଶୀ  । ହାଇକୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର । ରାଜକ୍ଷମା ଆବେଦନ ଯୋଗୁଁ ୨୨ରେ ଫାଶୀ ହେବନି ବୋଲି PTI ସୁତ୍ରରୁ ସୂଚନା ମିଳିଛି । ରାଜକ୍ଷମା ଆବେଦନ ପରେ ୧୪ ଦିନକୁ ଘୁଞ୍ଚିଲା ଫାଶୀର ସମୟ ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ଗତକାଲି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିଥିଲେ । କ୍ୟୁରେଟିଭ ପିଟିସନ୍‌ ଥିଲା ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । କିନ୍ତୁ ରାଜକ୍ଷମା ଆବେଦନ ପରେ ଫାଶୀର ସମୟ ସୀମାକୁ ଘୁଞ୍ଚି ଯାଇଛି  ।

Leave a Reply