ନିର୍ଭୟା ମାମଲାରେ ଆସିଲା ବଡ଼ ଖବର
1 min readନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆସିଲା ବଡ଼ ଖବର । ଜାନୁଆରୀ ୨୨ରେ ଦୋଷୀଙ୍କୁ ହେବନି ଫାଶୀ । ହାଇକୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର । ରାଜକ୍ଷମା ଆବେଦନ ଯୋଗୁଁ ୨୨ରେ ଫାଶୀ ହେବନି ବୋଲି PTI ସୁତ୍ରରୁ ସୂଚନା ମିଳିଛି । ରାଜକ୍ଷମା ଆବେଦନ ପରେ ୧୪ ଦିନକୁ ଘୁଞ୍ଚିଲା ଫାଶୀର ସମୟ ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ଗତକାଲି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିଥିଲେ । କ୍ୟୁରେଟିଭ ପିଟିସନ୍ ଥିଲା ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । କିନ୍ତୁ ରାଜକ୍ଷମା ଆବେଦନ ପରେ ଫାଶୀର ସମୟ ସୀମାକୁ ଘୁଞ୍ଚି ଯାଇଛି ।