ରଣେନ୍ଦ୍ର ପ୍ରତାପ ସ୍ବାଇଁ କାମଚଳା ବାଚସ୍ପତି
1 min read
ଭୁବନେଶ୍ବର: ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋ-ଟେମ୍ ସ୍ପିକର । ଜୁନ ୧୮ ଓ ୧୯ ତାରିଖରେ ନୂଆ ବିଧାୟକମାନେ ଶପଥ ନେବେ ।
ଜୁନ ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏହା ପୂର୍ବରୁ କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବ ନର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ।