spot_img

Latest Posts

ଦୂରଦର୍ଶୀ କ୍ରୀଡା ସମ୍ନାନ ପାଇଲେ ନନ୍ଦିଘୋଷ ଟିଭି ସ୍ପୋର୍ଟସ ରିପୋର୍ଟର୍ ଦେବୀ ପ୍ରସନ୍ନ ପାଣିଗ୍ରାହୀ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ପୋର୍ଟସ ରିପୋର୍ଟର୍ ଦେବୀ ପ୍ରସନ୍ନ ପାଣିଗ୍ରାହୀଙ୍କୁ ଦୂରଦର୍ଶୀ କ୍ରୀଡା ସମ୍ନାନ।  ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ଠାରୁ  ଦୂରଦର୍ଶୀ କ୍ରୀଡା ସମ୍ମାନ ଗ୍ରହଣ କରିଛନ୍ତି ଦେବୀପ୍ରସନ୍ନ ପାଣିଗ୍ରାହୀ। ଏହି ଅବସରରେ ହକି କୋଚ୍ କାଳୁ ଚୌଧୁରୀ, ମହିଳା ଅନ୍ତର୍ଜାତୀୟ କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଦୂରଦର୍ଶୀ ପକ୍ଷରୁ କ୍ରୀଡା ସାମ୍ବାଦିକତା ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୀର୍ଘ ବର୍ଷ ଧରି ଏହି ସମ୍ମାନ ଦିଆଯାଉଅଛି । ଆଜିର ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ  ।

Latest Posts

Don't Miss