spot_img

Latest Posts

ନବ ଦାସ ହତ୍ୟା ମାମଲା; ଏଫବିଆଇ ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଅଭିଯୁକ୍ତ ଗୋପାଳର ବ୍ୟବହାର ଅନୁଧ୍ୟାନ କରିବ। ହତ୍ୟା ପଛର ମୋଟିଭ୍ ଜାଣିବାକୁ ଆମେରିକୀୟ ସଂସ୍ଥାର ସହାୟତା ନିଆଯିବ।

ବ୍ୟବହାରିକ ଚରିତ୍ର ଅନୁଧ୍ୟାନ କରିବାରେ ଏଫବିଆଇର ସ୍ବାତନ୍ତ୍ର୍ୟତା ରହିଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଥିବା ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଅଧିକ ପଢନ୍ତୁ- ନବ ଦାସ ହତ୍ଯା ମାମଲା; ବିଧାନସଭାରେ ବିବୄତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Latest Posts

Don't Miss