ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍

ପୁରୀ: ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍ । ଅଘଟଣ ଏଡ଼ାଇବାକୁ ଏନଡିଆରଏଫ୍, ଓଡ୍ରାଫ, ରେଡକ୍ରସ୍ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମକଡ୍ରିଲ୍ ଅନୁଷ୍ଠିତ ହେଉଛି । ଏନେଇ ଆୟୋଜିତ ବୈଠକରେ ପୋଲିସ, ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।