ନନ୍ଦନକାନନରେ ମାର୍ମୋସେଟ୍ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି
1 min read
ଭୁବନେଶ୍ୱର: ନନ୍ଦନକାନନରେ ବଢିଲା ବିରଳ ପ୍ରଜାତି ମାର୍ମୋସେଟ୍ ମାଙ୍କଡ଼ ସଂଖ୍ୟା । ନୂଆ ଶାବକ ଜନ୍ମ ପରେ ନନ୍ଦନକାନନରେ ମାର୍ମୋସେଟ୍ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୨ଟି ଶାବକ ଜନ୍ମ ହୋଇଥିବା ବେଳେ ଗୋଟିକର ମୃତ୍ୟୁ ହୋଇଛି ।
ଅନ୍ୟ ଶାବକଟି ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କ୍ଷୁଦ୍ର ପ୍ରଜାତିର ଏହି ବିରଳ ମାଙ୍କଡ଼ ଆମାଜନ ଅବବାହିକାରେ ଦେଖାଯାଇଥାନ୍ତି ।
ଏଥିସହ ପଢ଼ନ୍ତୁ- ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ