ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନଙ୍କ ସହିଦ
1 min read
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୁଲଓ୍ୱାମାର ଡାଙ୍ଗରପୋରାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ବିଏସ୍ଏଫ୍ ଯବାନ, ସିଆରପିଏଫ୍ ଯବାନ ଓ ପୋଲିସ ବାହୀନିର ମିଳିତ ଚଢାଉ ଜାରି ରହିଛି । ଉଭୟ ପଟୁ ଫାଇରିଙ୍ଗ ହେଉଛି ।
କୋଭିଡ୍ ବାହାନାରେ ଡାଏଲିସିସ୍, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ
ସାରା ଦେଶ ଲକଡାଉନ ଭିତରେ ଥିବାବେଳେ ସୀମାରେ ବାରମ୍ବାର ଆତଙ୍କବାଦୀମାନେ ଅସ୍ତ୍ରବିରତି ଭଲ୍ଲଂଘନ କରୁଛନ୍ତି । ଆଜି ବାରାମୁଲା ଜିଲ୍ଲାରେ ପାକିସ୍ତାନ ପଟୁ ହୋଇଥିବା ଫାଇରିଙ୍ଗରେ ଦୁଇ ଜଣ ବୀର ଯବାନ ସହିଦ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କୁ ଉଚିତ ଯବାବ ଦେଉଛନ୍ତି ବୀର ଯବାନମାନେ ।