ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳ ବଦଳ । ଜେଲ୍ ବିଭାଗର ଡିଜି ଭାବେ ୧୯୮୮ ବ୍ୟାଚ୍ ଆଇପିଏସ୍ ଏସ.କେ ଉପାଧ୍ୟାୟଙ୍କୁ ଦାୟିତ୍ୱ । SAP ଏଡିଜି ହେଲେ ୧୯୯୩ ବ୍ୟାଚ୍ ଆଇପିଏସ୍ ଆର.ପି କୋଚେ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ, ଅନୁପ କୁମାର ସାହୁଙ୍କୁ ଭୁବନେଶ୍ୱର ଡିସିପି ସହ ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ।

1 min read

Leave a Reply