IPSସ୍ତରରେ ଅଦଳବଦଳ: ମାଲକାନଗିରି ଏସ୍ପି ହେଲେ ପି.ଏସ୍ ମୀନା
1 min read
ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ IPS ଦେବଦତ୍ତ ସିଂ । IG ହେଡକ୍ୱାର୍ଟର ଭାବେ ଅବସ୍ଥାପିତ । ଜଗତସିଂହପୁର SP ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର SP ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି । ପିଏସ୍ ପର୍ଶୋତ୍ତମ ଦାସ ହେଲେ ନବରଙ୍ଗପୁର ଏସ୍ପି । ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍ପି । ନୂଆପଡା ଏସ୍ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍ପି ହେଲେ ପି.ଏସ ମୀନା । ନବରଙ୍ଗପୁର ଏସ୍ପି ଭାବେ କାର୍ଯ୍ୟରତ ।