ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ।ସାତ ମହଲା ବିଲ୍ଡିଂରେ ଲାଗିଛି ନିଆଁ  । ମହିଳା ଓ ଶିଶୁ ବିଭାଗର ୭ ମହଲା ବିଲ୍ଡିଂର ତୃତୀୟ ମହଲାରେ ଥିବା ଓଟିରେ ଅଗ୍ନିକାଣ୍ଡ। ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ଅଗ୍ନିଶମ ବିଭାଗ ପକ୍ଷରୁ ଉଧାର କାର୍ଯ୍ୟ ଜାରି। କାହାରି କିଛି କ୍ଷତି ହୋଇନଥିବା ସୁଚନା।