ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକରେ ଅଗ୍ନିକାଣ୍ଡ । ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ, ଅଳ୍ପକେ ବର୍ତ୍ତିଲା ପେଟ୍ରୋଲ ପମ୍ପ । ନିଆଁ ଲିଭା କାର୍ଯ୍ୟରେ ୩ ଦମକଳ ବାହିନୀ ନିୟୋଜିତ । ଅଳିଗଦାରୁ ନିଆଁ ଲାଗିଥିବା ସୂଚନା ।