ଗ୍ୟାସ ଫାଟି ରାଜନଗରରେ ଜଳିଗଲା ୮ ବଖରା

1 min read

ରାଜନଗରରେ ଗ୍ୟାସ ଲିକ ହୋଇ ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ରାଜନଗର କୋଇଲିପୁର ପଂଚାୟତର ଇଂକିରିଆ ଗାଁରେ ଘଟିଛି ଏ ଘଟଣା । ପୁରୁଷୋତ୍ତମ ପରିଡ଼ା ଓ ଭଜମଣି ପରିଡାଙ୍କର ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

 

ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ଦେଖାଦେଇଥିଲା । ')}

Leave a Reply