କଟକରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଠାବ

କଟକରେ ନକଲି କରୋନା ମେଡିସିନ୍ । ୬୯ ଲକ୍ଷ ଟଙ୍କା ମେଡିସିନ୍ ଠାବ କଲା ଡ୍ରଗ ଡିପାଟମେଣ୍ଟ । ନକଲି କାରବାରରେ ସୀମା ଟପିଲା କଟକ । କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲେ ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ । ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା।ହୋଲସେଲର ବିରୁଦ୍ଧରେ ରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଥିସହିତ ପଢ଼ନ୍ତୁ: ବିଚ୍ ରାସ୍ତାରେ ନାବାଳକକୁ ଟାଙ୍ଗିଆରେ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ