Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
August 28, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • OTP ଓ କୋର୍ଡ ବିନା ଉଠାଇନେଲେ ଟଙ୍କା…
  • ଜାତୀୟ

OTP ଓ କୋର୍ଡ ବିନା ଉଠାଇନେଲେ ଟଙ୍କା…

1 min read
August 28, 2025

ନନ୍ଦିଘୋଷ ବ୍ୟୁରୋ  ; ଆଜିକାଲି ସାଇବର ଠକମାନେ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ।  ଓଟିପି ଓ କୋର୍ଡ ବିନା ଆକାଉଣ୍ଟରୁ ଟଙ୍କା ଉଠାଇନେଇଛନ୍ତି ଲୁଟେରା । ଝାଡଖଣ୍ଡରେ ଜଣେ ବୃଦ୍ଧା ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ବିନା OTP ଓ କୋର୍ଡରେ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରିଦେଇଛନ୍ତି ।

ଝାଡଖଣ୍ଡରେ  ବୃଦ୍ଧାଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବୃଦ୍ଧାଙ୍କୁ ପିଏମ କିଶାନ ଯୋଜନାର ସୁବିଧା ଯୋଗାଇଦେବାକୁ କରି ଲୁଟେରା ଟଙ୍କା ଲୁଟିନେଇଛି । କୌଶଳ କରି ବୃଦ୍ଧାଙ୍କ ଆଖି ସ୍କାନ କରି ବ୍ୟାଙ୍କ ଆକାଣ୍ଟର ଟଙ୍କା ଉଠାଇ ନେଇଛି । ଯେତେବେଳେ ବୃଦ୍ଧା ଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ, ସେତେବେଳେ ସେ ଆକାଉଣ୍ଟରେ ଟଙ୍କା ନଥିବା କଥା ଜାଣିବାକୁ ପାଇଲେ ।

ଆଜିକାଲି ପ୍ରାୟ ସବୁ ବ୍ୟାଙ୍କରେ ଆଧାରକାର୍ଡ ଲିଙ୍କ ରହୁଛି । ଏହି କାରଣରୁ ବାଓମେଟ୍ରିକ ସ୍କାନ ବା ଆଙ୍ଗୁଠି ଓ ଆଖି ସ୍କାନ କରି ଟଙ୍କା ଉଠାଇ ହେଉଛି । ଲୁଟେରା ଜଣଙ୍କ ମଦ୍ୟ ମହିଳାଙ୍କ ଆଧାରକାର୍ଡ ନମ୍ବର ବ୍ୟବହାର କରି, ତାଙ୍କ ଅଜଣାରେ ଟଙ୍କା ଉଠାଇ ନେଇଛି ।

ଆପଣଙ୍କର ବ୍ୟକ୍ତିଗତ ଡକ୍ୟୁମେଣ୍ଟ, ବିଶେଷକରି ଆଧାର କାର୍ଡ, କାହାକୁ ଦେବାରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କୁ ଏହାକୁ ସେୟାର କରିବାକୁ ପଡ଼େ, ତେବେ UIDAI ୱେବସାଇଟରୁ ଡାଉନଲୋଡ୍ କରାଯାଇପାରିବ ବୋଲି ଭର୍ଚୁଆଲ୍ ଆଧାର ନମ୍ବର ବ୍ୟବହାର କରନ୍ତୁ।

UIDAI ୱେବସାଇଟ୍ ଆପଣଙ୍କୁ କାର୍ଡରେ ଥିବା ବାୟୋମେଟ୍ରିକ୍ ସୂଚନାକୁ ଲକ୍ କରିବାକୁ ମଧ୍ୟ ଅନୁମତି ଦିଏ। ଏହାର ଅର୍ଥ ହେଉଛି କେହି ଆପଣଙ୍କ ତଥ୍ୟକୁ ଆକ୍ସେସ୍ କରିବା ପାଇଁ ଆପଣଙ୍କର ଟିପଚିହ୍ନ କିମ୍ବା ଆଇରିସ୍ ସ୍କାନ ବ୍ୟବହାର କରିପାରିବେ ନାହିଁ। ତଥାପି, ଆପଣଙ୍କୁ ପ୍ରତ୍ୟେକ ଥର ବାୟୋମେଟ୍ରିକ୍ ସେବା ବ୍ୟବହାର କରିବା ସମୟରେ ଏହାକୁ ମାନୁଆଲୀ ଅନଲକ୍ କରିବାକୁ ପଡିବ ଓ ପରେ ପୁଣି ଥରେ ଲକ୍ କରିବାକୁ ପଡିବ।

Tags: Adhar Card bank account Cyber Fraud New Scam Alert OTP

Continue Reading

Previous ଆସିଲା ଭବିଷ୍ୟବାଣୀ ! ଆଗକୁ ଭାରତରେ ହାଡ଼ଭଙ୍ଗା ଶୀତ…
Next ଜମ୍ମୁ ଓ କାଶ୍ମୀରରେ ୫୮ ଟ୍ରେନ୍ ବାତିଲ, ଫସିଛନ୍ତି ହଜାର ହଜାର ଲୋକ

ଅଧିକ କାହାଣୀ

1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ସମ୍ଭଲ ଦଙ୍ଗାକୁ ନେଇ ଗୋପନୀୟ ରିପୋର୍ଟରେ ଦାବି, ସହରରେ ଅଛନ୍ତି ମାତ୍ର ୧୫ ପ୍ରତିଶତ ହିନ୍ଦୁ

August 28, 2025
1 min read
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଜିନପିଙ୍ଗ ପଠାଇଲେ ସିକ୍ରେଟ ଲେଟର, ତା’ପରେ ପିଏମ୍ ମୋଦୀଙ୍କ ଚୀନ ଗସ୍ତ: ଏହା ପଛରେ କ’ଣ ରହିଛି ରହସ୍ୟ ?

August 28, 2025
1 min read
  • ଜାତୀୟ

ଏନକାଉଣ୍ଟରରେ ୪ ମାଓବାଦୀ ନିହତ

August 28, 2025

Recent Posts

  • କମିଛି ବନ୍ୟା ବଢିଛି ଦୁର୍ଦ୍ଦଶା: ଧୀରେ ଧୀରେ କମୁଛି ବୈତରଣୀ ଜଳସ୍ତର
  • ପୁଣି ବଧୂ ହତ୍ୟା ଅଭିଯୋଗ: ବାଲେଶ୍ଵର ଜଳେଶ୍ଵରରେ ଘଟିଛି ଏହି ଘଟଣା
  • ଆନ୍ଧ୍ରର ଦାଦାଗିରି ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଓଡ଼ିଶାର ଶହ ଶହ ଏକର ଜମି
  • ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର
  • ମଦ ପାଇଁ ଅକାଳରେ ଯାଉଛି ଜୀବନ: କାୟା ମେଲାଇଛି ଦେଶୀ ଚୋରା ମଦ କାରବାର
  • ଆଜି ନୂଆଁଖାଇ: ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା
  • ସମ୍ଭଲ ଦଙ୍ଗାକୁ ନେଇ ଗୋପନୀୟ ରିପୋର୍ଟରେ ଦାବି, ସହରରେ ଅଛନ୍ତି ମାତ୍ର ୧୫ ପ୍ରତିଶତ ହିନ୍ଦୁ
  • ବଡ଼ଚଣା ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ
  • ଭୟଙ୍କର ବନ୍ୟା ଉଜାଡି ଦେଲା ଚାଷୀଙ୍କ ସୁନାର ଫସଲ
  • ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ୨ ଦିନିଆ SC/ST ସମ୍ମିଳନୀ
  • ଗଣେଶ ପୂଜାରେ ଛିଟିକିଣି ଧରି ବୁଲୁଛନ୍ତି ଲୁଟେରା
  • ଭୁଲ ଇଂଜେକ୍ସନରୁ ଗୋଡ଼ ଅକାମୀ ! ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର
  • ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ରାହୁଲ ଦ୍ରାବିଡ଼, ଫ୍ୟାନ୍ସ ହୋଇଗଲେ ତାଜୁବ୍
  • ଜିନପିଙ୍ଗ ପଠାଇଲେ ସିକ୍ରେଟ ଲେଟର, ତା’ପରେ ପିଏମ୍ ମୋଦୀଙ୍କ ଚୀନ ଗସ୍ତ: ଏହା ପଛରେ କ’ଣ ରହିଛି ରହସ୍ୟ ?
  • ବିଜାପୁର ଏସପିଙ୍କ ନିକଟରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କମିଛି ବନ୍ୟା ବଢିଛି ଦୁର୍ଦ୍ଦଶା: ଧୀରେ ଧୀରେ କମୁଛି ବୈତରଣୀ ଜଳସ୍ତର

August 28, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପୁଣି ବଧୂ ହତ୍ୟା ଅଭିଯୋଗ: ବାଲେଶ୍ଵର ଜଳେଶ୍ଵରରେ ଘଟିଛି ଏହି ଘଟଣା

August 28, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆନ୍ଧ୍ରର ଦାଦାଗିରି ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଓଡ଼ିଶାର ଶହ ଶହ ଏକର ଜମି

August 28, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର

August 28, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.